୨୦୨୧ ମାର୍ଚ୍ଚ ସୁଦ୍ଧା କୋଭିଡ୍ ଟିକା ଉପଲବ୍ଧ ହେବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୦୨୧ ମାର୍ଚ୍ଚ ସୁଦ୍ଧା ଦେଶରେ କୋଭିଡ୍-୧୯ ଟିକା ଉପଲବ୍ଧ ହେବ ବୋଲି ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଟିକା ପ୍ରସ୍ତୁତି ଦିନ ଠାରୁ ଆରମ୍ଭ କରି ଏହାର ସୁରକ୍ଷିତ ଦିଗ, ମୂଲ୍ୟ, ଯୋଗାଣ ବ୍ୟବସ୍ଥା ଏବଂ ଉପଲବ୍ଧତାକୁ ନେଇ ନିୟମିତ ଆଲୋଚନା…