ଫ୍ଲାଏଓଭରରୁ ପ୍ରାୟ ୩୦ଫୁଟ୍ ତଳକୁ ଖସିଲା ବସ୍, ୫ମୃତ, ୪୦ ଆହତ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୮ଟା୪୫ ମିନିଟ୍ ବେଳେ ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଯାଉଥିବା ଯାତ୍ରୀବାହୀ ବସ୍ 'କାଳିଆନନା' (ଓଡି-୦୨ବିଜେ ୮୫୯୯) ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ୍ ତଳକୁ ଖସିପଡ଼ିଛି। ଏଥିରେ ୫ଜଣଙ୍କ…