ଗୁଗୁଲ ମ୍ୟାପିଂରେ ଚିହ୍ନଟ ହେବେ ଅଭିଯୁକ୍ତ
ଗୁଗୁଲ ମ୍ୟାପିଂରେ ଚିହ୍ନଟ ହେବେ ଅଭିଯୁକ୍ତ। କ୍ରାଇମ କଣ୍ଟ୍ରୋଲରେ ନୂଆ ତରିକା ଆପଣାଇବ ପୋଲିସ। କ୍ରାଇମ ହଟ ସ୍ପଟ ଉପରେ ରହିବ ନଜର। ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ଗତକାଲି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଗୁଲ ମ୍ୟାପିଂ ପାଇଁ ବିଭିନ୍ନ ଟେଲିକମ…