Browsing Tag

the 5T Secretary will review various developmental works

ନବରଙ୍ଗପୁର ଗସ୍ତର ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ

ଗତକାଲିଠାରୁ ନବରଙ୍ଗପୁର ଦୁଇଦିନିଆ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍‌ । ଗତକାଲି ଭଳି ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ପ୍ରଥମେ ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ କରିବା ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବାର…