ବିଜେଡି-ବିଜେପି ମୁହାଁମୁହିଁ!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠଗଡ଼ରେ ବିଜେପି କର୍ମୀ ଓ ବିଜେଡି ସର୍ମଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଇଛି। ଢେଲାପଥର ମାଡ଼ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଯାହାକୁ ନେଇ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ…