ବାଥରୁମରୁ ମିଳିଲା ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ
ବଲିଉଡ଼ରେ ପୁଣି ଜଣେ ଅଭିନେତାଙ୍କ ମୃତ୍ୟୁ । ଜଣାଶୁଣା ଅଭିନେତା, ମଡେଲ ଏବଂ କାଷ୍ଟିଂ ନିର୍ଦ୍ଦେଶକ ଆଦିତ୍ୟ ସିଂହ ରାଜପୁତଙ୍କ ମୃତ୍ୟୁ । ସୋମବାର ଅପରାହ୍ନରେ ରହସ୍ୟଜନକ ଭାବେ ଅନ୍ଧେରିସ୍ଥିତ ଥିବା ଘରର ବାଥରୁମରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି । ତାଙ୍କ ବନ୍ଧୁଙ୍କ ଉକ୍ତ ବିଲ୍ଡିଂରେ…