ନିଯୁକ୍ତ ହେବେ ୧୬ ହଜାର ଶିକ୍ଷକ, ଡିସେମ୍ବର ପୂର୍ବରୁ ଶେଷ ହେବ ନିଯୁକ୍ତି ପ୍ରକ୍ରିୟା
ନଭେମ୍ବର ମାସରେ ୧୬ ହଜାର ଶିକ୍ଷକ ନିଯୁକ୍ତି ହେବେ । ଡିସେମ୍ବର ମାସ ପୂର୍ବରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହା ଫଳରେ ଶିକ୍ଷକ ଅଭାବ ସମସ୍ୟା ରହିବନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ…