ଥାନା ଅଧିକାରୀଙ୍କ କାରରୁ ୨.୮ ଲକ୍ଷ ଟଙ୍କା ଜବତ
ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ମୋଟରୁ ନିଜ ଘର କଟକ ଫୁଲନଖରା ଫେରୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିଛି । ତାଙ୍କ କାରରୁ ନଗଦ ୨.୮ ଲକ୍ଷ ଟଙ୍କା ଜବତ କରିଛି…