ତାଣ୍ଡବ ରଚିଲା ବାତ୍ୟା ରେମାଲ
ତାଣ୍ଡବ ରଚିଲା ବାତ୍ୟା ରେମାଲ । ଗତକାଲି ରାତି ୧୧ଟାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିଲା । ରେମାଲ ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଲ୍ୟାଣ୍ଡଫଲ ବେଳେ ପବନର ବେଗ…