Browsing Tag

Surjya Tilak shines on Ramlala’s head in Ayodhya

ଅଯୋଧ୍ୟାରେ ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ

ରାମଲାଲାଙ୍କ ହେଲା ସୂର୍ଯ୍ୟତିଳକ । ରାମ ନବମୀ ଅବସରରେ ଅଯୋଧ୍ୟାରେ ଏହି ମହାନ ପରମ୍ପରା ଅନୁଷ୍ଠିତ ହୋଇଛି । ଇଶ୍ୱରୀୟ ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଭିଡ ଜମିଥିଲା । ମନ୍ଦିରରେ ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ। ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲାଲା । ଏହି ସମୟରେ…