ବିଜେଡିରେ ସାମିଲ ହେଲେ ସୁରେନ୍ଦ୍ର ସିଂ ଭୋଇ
ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର ସିଂ ଭୋଇ। ନିଜର ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି ୩ ଥରର ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ତାଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି…