Browsing Tag

Sur Rautarai resigned

ଇସ୍ତଫା ଦେଲେ ସୁର ରାଉତରାୟ

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । କଂଗ୍ରେସର ସମସ୍ତ ପଦ ପଦବୀ ଛାଡିବା ପରେ ମଧ୍ୟ ସେ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସୁର । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ…