ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ; ହଟିଲା ୧୫ ହଜାର ବେତନ ସୀମା
ପେନସନ ଯୋଜନାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୨୦୧୪ର ଏହି ଯୋଜନାକୁ ସର୍ବୋଚ୍ଚ ଅଦାଲତ ଆଇନସମ୍ମତ ଏବଂ ବୈଧ ବୋଲି କହିଛନ୍ତି । ଏହା ସହ ବୃହତ ସଂଖ୍ୟକ କର୍ମଚାରୀଙ୍କୁ ଆଶ୍ୱସ୍ତ ଦେଇ ନ୍ୟାୟାଳୟ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରେ ଅଦ୍ୟାବଧି ସାମିଲ ହେବାର…