Browsing Tag

Summer weather odisha

ଆହୁରି ୪ଦିନ ଶିଝିବ ଓଡ଼ିଶା

ଗତକାଲି ପରି ଆଜି ଅସମ୍ଭାଳ ହୋଇଛି ତାତି। କଲବଲ ହୋଇଛି ଅଧା ଓଡ଼ିଶା। ଘରେ ରହିହେଉନି କି ଘରୁ ବାହାରି ହେଉନି। ଭୟଙ୍କର ଗରମ ଓ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇଛି ଜୀବନ। ଏମିତିକା ଭୟଙ୍କର ତାତି ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଜାରି…