ତପସ୍ୱିନୀ ମାମଲାରେ ନୂଆ ମୋଡ଼, ଫେରାର୍ ନୁହେଁ ସାଙ୍ଗ ଘରେ ଅଛନ୍ତି ସୁମିତ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେରାର ହୋଇନାହାନ୍ତି ଡାକ୍ତର ସୁମିତ । ଅସୁସ୍ଥତା କାରଣରୁ ସାଙ୍ଗ ଘରେ ନେଉଛନ୍ତି ବିଶ୍ରାମ । ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲଙ୍କ କାହାଣୀରେ ନୂଆ ମୋଡ଼ ନେଇଥିଲା । ଏକାକୀ ଛାଡ଼ି ସ୍ୱାମୀ…