ବାଲୁକାକଳାରେ ସୁଦର୍ଶନ ପଟ୍ଟନାୟକଙ୍କ ହୋଲି ଶୁଭେଚ୍ଛା
ପୁରୀ : ହୋଲି ଶୁଭେଚ୍ଛା। ପୁରୀ ବେଳାଭୂମିରେ ବାଲୁକାକଳାରେ ହୋଲି ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ରାଧାକୃଷ୍ଣଙ୍କର ଏକ ଯୁଗଳ ପ୍ରତିମୂର୍ତ୍ତି ବେଳାଭମିରେ…