ଓଡ଼ିଶାରେ ଦିନକୁ ୧ ହଜାର କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ହେବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କରୋନା ପରୀକ୍ଷା ଆରମ୍ଭ କରିବା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଆଇସିଏମଆରର ଅନୁମତି ପରେ ଖୁବଶୀଘ୍ର ବ୍ରହ୍ମପୁର ମେଡିକାଲ କଲେଜ ଓ ବୁର୍ଲା ମେଡିକାଲ କଲେଜରେ ପରୀକ୍ଷଣ ଆରମ୍ଭ କରାଯିବ । ବର୍ତ୍ତମାନ ରାଜ୍ୟର ୩ଟି ସ୍ଥାନ…