ବଦଳିଲେ ଅବକାରୀ ସବ୍ ଇନ୍ସପେକ୍ଟର, ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ୱାଦିକଙ୍କୁ କରିଥିଲେ ଆକ୍ରମଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସରକାର ପଦକ୍ଷେପ ନେଇଛନ୍ତି । ଅବକାରୀ ସବ୍ ଇନ୍ସପେକ୍ଟର ଧନଞୟ ପାତ୍ରଙ୍କୁ ଗଞାମ ଜିଲ୍ଲାକୁ ବଦଳି କରାଯାଇଛି । ତାଙ୍କୁ ତୁରନ୍ତ ରିଲିଭ୍ କରିବାକୁ କମିଶନରଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି ।
ଏ ନେଇ…