ମଦ୍ୟପ ଯୁବକଙ୍କ ହାଇଡ୍ରାମା; ମହାନଦୀ ମଝିକୁ ଚାଲିଗଲେ, ଧରିବାକୁ ଯିବାରୁ ନାକେଦମ୍ କରିଦେଲେ
ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା। ଏମିତି ନିଶା ଯେ, ମଦ ପିଇ ମାତାଲ୍ ଅବସ୍ଥାରେ ନଦୀକୁ ମଝିକୁ ପଳାଇଥିଲେ। ଏହି ସମୟରେ ପାଣି ଆସି ଯିବାରୁ ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୨ ଜଣ ମଧ୍ୟ ନଦୀରେ ଫସି ରହିଥିଲେ। ପ୍ରାୟ କିଛି ଘଣ୍ଟା ଫସି ରହିବା ପରେ…