ରାଜ୍ୟରେ ଅବକାରୀ ନୀତି ସଂଶୋଧନ କରି ଚୋରାମଦ କାରବାରକୁ ରୋକିବା ଉପରେ ପଦକ୍ଷେପ ନିଆଯିବ:ପୃଥ୍ୱୀରାଜ ହରିଚନ୍ଦନ
କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଇନ, ଅବକାରୀ ଓ ପୂର୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ବିଭାଗ ବଂଟନ ପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁପ୍ରିମକୋର୍ଟରେ କିଭଳି ଆନ୍ତଃରାଜ୍ୟ ବିବାଦ ମାମଲାଗୁଡିକରେ ସଠିକ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି…