ରାଜ୍ୟ ବିଜେପି ସଭାପତି ହୋଇପାରନ୍ତି ସମୀର ମହାନ୍ତି
ଓଡିଶା ଫାଷ୍ଟ (ବ୍ୟୁରୋ) : ରାଜ୍ୟ ବିଜେପିର ସଭାପତି କିଏ ହେବ ସେନେଇ ବହୁଦିନର ଅପେକ୍ଷା ଥିଲା । ତାହାର ଅନ୍ତ ଘଟିଛି। ବରିଷ୍ଠ ନେତା ସମୀର ମହାନ୍ତି ସଭାପତି ହେବାନେଇ ସବୁଜ ସଙ୍କେତ ମିଳିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଆଜି ସଭାପତି ନିର୍ବାଚନ ପାଇଁ ନାମାଙ୍କନ…