Browsing Tag

Srimandira

ଶ୍ରୀମନ୍ଦିରର ଧବଳ ବାନା ସୂଚନା ଦେଲା ପ୍ରବଳ ବର୍ଷାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ଲଟେରୀ ମାଧ୍ୟମରେ ନୀଳଚକ୍ରରେ କେଉଁ ବାନା ଲାଗିବ ସ୍ଥିର ହୋଇଥାଏ । ଆଜି ସଂଯୋଗ ବଶତଃ ବା ଜଗତର ନାଥ ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଧବଳ ବାନା ଲଟେରୀ ମାଧ୍ୟମରେ ସ୍ଥିର ହୋଇଛି । ପୂର୍ବରୁ କଥାରେ ଅଛି ଯେତେବେଳେ ଧବଳ ବାନା ଲାଗିଛି ପ୍ରବଳ ବର୍ଷା…