Browsing Tag

srare

ହସ୍ପିଟାଲ ଦାବିରେ ଆଜି ବରଗଡ ବନ୍ଦ ଡାକରା

ଓଡିଶା ଫାଷ୍ଟ( ବ୍ୟୁରୋ): ସିଟି ହସ୍ପିଟାଲ ଦାବିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସମର୍ଥନ ଦେବାକୁ ଯାଇ ବରଗଡ ଜନସାଧାରଣ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିବା ଦେଖାଦେଇଛି । ସହରରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। କୌଣସି…