ବ୍ରିସବେନରେ ଟିମ ଇଣ୍ଡିଆର ଐତିହାସିକ ବିଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିସବେନର ଗ୍ରାବାରେ ଖେଳାଯାଇଥିବା ବୋର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଅଷ୍ଟେଲିଆକୁ ୩ ୱିକେଟରେ ଭାରତ ହରାଇଦେଇଛି। ଏଥିସହିତ ଭାରତୀୟ ଟିମ୍ ୪ଟି ମ୍ୟାଚର ଏହି ସିରିଜ ୨-୧ରେ ନିଜ ନାଁରେ କରିନେଇଛି। ଗାବା ପଡ଼ିଆରେ ପ୍ରଥମଥର ପାଇଁ କୌଣସି ଟିମ୍ ୩୦୦ରୁ…