ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ କରିଥିବା ଅଭିଯୋଗ କଲେ ସ୍ମୃତି ଇରାନୀ
ପାର୍ଲାମେଣ୍ଟରେ ସାଂସଦ ରାହୁଲ ଗାନ୍ଧୀ ଦେଲେ ଫ୍ଲାଇଂ କିସ । ତାତିଲେ ମହିଳା ସାଂସଦ । ସ୍ପିକରଙ୍କ ନିକଟରେ କଲେ ଅଭିଯୋଗ । ସ୍ମୃତି ଇରାନୀ କହିଲେ ଏହା ଅଭଦ୍ରତା । ହେଲେ ରାହୁଲଙ୍କ ଫ୍ଲାଇଂ କିସ କାହିଁକି ଦେଉଥିଲେ ? କାହା ଉଦ୍ଦେଶ୍ୟରେ ଥିଲା ?
ବୁଧବାର ଥିଲା ଅନସ୍ଥା ପ୍ରସ୍ତାବ ଉପରେ…