କେଉଁ ପଟକୁ କଡ ମାରି ଶୋଇବା ଭଲ ?
-ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ବୋଲି ବିବେଚନା କରାଯାଏ । ଏହା ହୃଦୟ ଉପରେ ଅଧିକ ଚାପ ପକାଏ ନାହିଁ ଏବଂ ଉତ୍ତମ କାମ କରିବାକୁ ସକ୍ଷମ ହୋଇଥାଏ ।
– ପ୍ରାୟତଃ ଲୋକମାନେ ରାତିରେ ଭୋଜନ ପରେ ତୁରନ୍ତ ଶୋଇବାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼…