ବର୍ଷ ଆରମ୍ଭରୁ ରାଜଧାନୀରେ ବୁଲିଲା ଖଣ୍ଡା
ବର୍ଷ ଆରମ୍ଭରୁ ରାଜଧାନୀରେ ବୁଲିଲା ଖଣ୍ଡା । ପତିଆର ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ ରଚିଲେ ଦୁର୍ବୁତ୍ତ । ସିସିଟିଭିରେ କଏଦ ହେଲା ଭଙ୍ଗାରୁଜା ଚିତ୍ର। ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହିରେ। ନୂଆ ବର୍ଷ ପାଳନକୁ ନେଇ ଦୁଇ ସହି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।…