Browsing Tag

Sharila Kuber Nabarangpur upazilapal’s house raided

ସରିଲା କୁବେର ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘର ରେଡ, କୋଟି କୋଟି ଟଙ୍କା ଦେଖି ଜଳକା ହେଲେ ଭିଜିଲାନ୍ସ ଅଧିକାରୀ

ରାତି ୨ରେ ସରିଲା ଦୀର୍ଘ ୨୦ ଘଣ୍ଟାରେ ମାରାଥନ ରେଡ୍ । ନବରଙ୍ଗପୁର ଏବଂ ଭୁବନେଶ୍ବରରୁ ଜବତ ହେଲା ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ୮ଶହ ଟଙ୍କା । କେମିତି କୋଟି କୋଟି ଟଙ୍କା ଠୁଳ କଲେ କଳାଧନର କୁବେର ବାବୁ ପ୍ରଶାନ୍ତ କୁମାର ରାଉତ ? କଣ ରହିଥିଲା ଆୟର ଉତ୍ସ ? ନବରଙ୍ଗପୁର ଉପଜିଲ୍ଲାପାଳ…