ଶାହାବାଜ ସରିଫ ପାକିସ୍ତାନର ହେବେ ପ୍ରଧାନମନ୍ତ୍ରୀ
ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ ସରକାର ଗଠନ ପାଇଁ ଏକ ନୂତନ ମିଳିତ ମଞ୍ଚ ଗଠନ କରିଛନ୍ତି । ମିଳିତ ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହବାଜ ସରିଫଙ୍କୁ ମନୋନୀତ କରାଯାଇଛି । ସୋମବାର ଦିନ ଉଭୟ ଦଳ କେନ୍ଦ୍ରରେ ଏକ ମିଳିତ ସରକାର ଗଠନ ପାଇଁ କ୍ଷମତା…