Browsing Tag

Several Feared Trapped As Stone Quarry Collapses In Mizoram

ମିଜୋରାମରେ ଭୟଙ୍କର ଭୂସ୍ଖଳନ; ୧୦ ମୃତ

ମିଜୋରାମର ଆଇଜୋଲ୍‌ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ। ଲଗାତର ବର୍ଷା ଯୋଗୁ ଭୁଶୁଡିଗଲା ପଥର ଖଣି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଲଗାତର ବର୍ଷା ଯୋଗୁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲଥମ ଓ ହିଲମେନ୍‌ ମଧ୍ୟରେ ଏହି ଅଘଟଣ…