Browsing Tag

Seven murders are excused for being the governor’s son: lekhashree Samantasinghar

ଗଭର୍ଣ୍ଣର ପୁଅ ବୋଲି କ’ଣ ସାତ ଖୁନ୍ ମାଫ୍: ଲେଖାଶ୍ରୀ ସାମନ୍ତସିଂହାର

ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାକୁ ସରକାରକୁ ଘେରିଲା ବିଜେଡି । ମଙ୍ଗଳବାର ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସିଧାସଳଖ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇବା ସହିତ ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ…