ପରଲୋକରେ ବରିଷ୍ଠ ବିଜେପି ନେତା ଅଶୋକ ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରଲୋକରେ ବରିଷ୍ଠ ବିଜେପି ନେତା ତଥା ଅବସର ପ୍ରାପ୍ତ ଆଇପିଏସ ଅଫିସର ଅଶୋକ ସାହୁ । ୬୮ ବର୍ଷ ବୟସରେ କଟକର ପୀଠାପୁର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ସାହୁ ବିଜେପିର ପୂର୍ବତନ ଉପ ସଭାପତି ଭାବେ କରିଥିଲେ ।
ସୂଚନା ଅନୁଯାୟୀ,…