Browsing Tag

Satish Kaushik dies at 66

ଚାଲିଗଲେ ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ସତୀଶ କୌଶିକ

ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଅଭିନେତା ତଥା ସତୀଶଙ୍କ ବନ୍ଧୁ ଅନୁପମ ଖେର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ସତୀଶ ଲୋକପ୍ରିୟ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ଥିଲେ । ସେ…