ନିର୍ମାଣଧୀନ ରାସ୍ତାର ତଦାରଖ କଲେ ସଂଜୟ ଦାସବର୍ମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି କରିଥିଲେ। ଏହି ଅବସରରେ ଢାବା ଛକ ଠାରୁ କୁସୁବେଣ୍ଟି, ଗୋଲରା, ତଳକୋକଲ, ତଳମାଳ, ଅଇନୀପୁର, ଚଣ୍ଡପଡା, ହରପଡା, ବନ୍ଧମୁଣ୍ଡା ଓ ପୋଡାକେରା ର ପୃତ୍ତ ବିଭାଗର ୨୨ କିଲୋମିଟର…