୧୯୭୭ ମସିହାରୁ ଏଠାରେ ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀଙ୍କର ପୂଜା ହୋଇଆସୁଛି
ଆଉ ଦିନ କେଇଟା ପରେ ଦୁର୍ଗତି ନାଶିନୀ ମା’ ଦୁର୍ଗା ଧରାବତରଣ କରିବେ । ଏଥିପାଇଁ ଏବେ ଗାଁ ଠାରୁ ସହର ସବୁ ଚଳଚଞ୍ଚଳ ହୋଇପଡିଛି । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ପୂଜା ଏକ ପ୍ରକାର ବନ୍ଦ ଥିଲା । ଚଳିତ ବର୍ଷ କରୋନା କଟକଣା ହଟିବା ପରେ ଧୂମଧାମରେ ପୂଜା ପାଳନ କରାଯିବ । ବିଶେଷ କରି…