ରୁଷର ମୁନ ମିଶନକୁ ଝଟକା; ଚନ୍ଦ୍ରରେ ଅବତରଣ ପୂର୍ବରୁ କ୍ରାସ ହେଲା ଲୁନା-୨୫ ସ୍ପେଶକ୍ରାପ୍ଟ
ରୁଷର ମୁନ ମିଶନକୁ ଜୋରଦାର ଝଟକା । ଚନ୍ଦ୍ରରେ ଅବତରଣ ପୂର୍ବରୁ କ୍ରାସ ହେଲା ରୁଷର ଲୁନା-୨୫ ସ୍ପେଶକ୍ରାପ୍ଟ । ରୁଷର ସ୍ପେଶ ଏଜେନ୍ସି ରସ୍କସମସ କହିଛି ଯେ ଶନିବାର ସନ୍ଧ୍ୟା ୫ଟା ୨୭ ମିନିଟରେ ସ୍ପେଶକ୍ରାଫ୍ଟ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ଶନିବାର ଏଥିରେ ପ୍ରି-ଲ୍ୟାଣ୍ଡିଂ ଅରବିଟ…