Browsing Tag

Rourkela fake note trade exposed

ଜବତ ହେଲା ପୁଳା ପୁଳା ଟଙ୍କା, ମାତ୍ର ସବୁ ନକଲି

୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌। ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ ଏହି ନକଲି ନୋଟ୍ ଜବତ କରାଯାଇଛି। ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସେକ୍ ଅହମଦ। କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ୍ ସହାୟତାରେ ଏସ୍‌ଟିଏଫ୍…