Browsing Tag

Roof fallen on 5 people. Seriously injured

ପରିତ୍ୟକ୍ତ ଘର ଛାତ ତଳେ ଚାପି ହୋଇଗଲେ ୫ଜଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ପରିତ୍ୟକ୍ତ ଘର ଛାତ ପଡିଯିବାରୁ ୫ଜଣ ଏହା ତଳେ ଦବିଯାଇଥିଲେ । ଏଭଳି ଏକ ଦୁର୍ଘଟଣା କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ଘଟିଯାଇଛି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର…