ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରିଚା-ଅଲି
ବଲିଉଡ ଅଭିନେତା ଅଲି ଫଜଲଙ୍କର ବାଜିବ ସାହାନାଇ । ଅକ୍ଟୋବରରେ ସେ ତାଙ୍କ ପ୍ରେମିକା ରିଚା ଚଢାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି । ପୂର୍ବରୁ ଏହି ଲଭ୍ ବାର୍ଡଙ୍କ ବିବାହ ଦୁଇ ଥର…