ପ୍ରକାଶ ପାଇଲା ସଂଶୋଧିତ ମାଟ୍ରିକ୍ ଫଳାଫଳ
ମାଧ୍ଯମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ସଂଶୋଧିତ ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇଛି। ପୁନର୍ବାର ମାର୍କ ଯାଞ୍ଚ ପାଇଁ ଆବେଦନ କରିଥିବା ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ http://www.bseodisha.ac.in ପରିଦର୍ଶନ କରି ନିଜ ସଂଶୋଧିତ ଫଳାଫଳ ଦେଖିପାରିବେ । ଏହାସହ 5676750 କୁ SMS OR10…