ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଓଡ଼ିଆ ଝିଅ ନମିତା ଟପ୍ପୋ
ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ଝିଅ ହକି ଅଲମ୍ପିଆନ ନମିତା ଟପ୍ପୋ । ଏହାକୁ ନେଇ ହକି ଇଣ୍ଡିଆ ଓ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଦଳରେ ମିଡ୍ଫିଲ୍ଡର ଭାବରେ ୧୫୦ ମ୍ୟାଚ୍ ଖେଳିଛନ୍ତି ନମିତା ଟପ୍ପୋ ।…