ଘୋଷଣା ହେଲା ଏମ୍ସିଡି ନିର୍ବାଚନ ପାଇଁ ତାରିଖ : ୪ରେ ଭୋଟିଂ, ୭ରେ ଫଳାଫଳ
ଦିଲ୍ଲୀରେ ମ୍ୟୁନିସିପାଲଟି କର୍ପୋରେସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଦିଲ୍ଲୀର ନିର୍ବାଚନ କମିଶନର ବିଜୟ ଦେବ ଶୁକ୍ରବାର ଅପରାହ୍ନ ୪ଟାରେ ଏକ ଖବରଦାତା ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀରେ ଡିସେମ୍ବର ୪ରେ ମତଦାନ ଓ ଡିସେମ୍ବର ୭ରେ ଫଳାଫଳ ଆସିବ। ତେବେ…