ସାମ୍ବାଦିକଙ୍କୁ ଆକ୍ରମଣ କୁ ନେଇ ଲୋଏର ପିଏମଜିରେ ଧାରଣାରେ ବସିଲେ ସାମ୍ବାଦିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ୍ୟକୁ ନ୍ୟାୟ ଦେବାରେ ସଦା ସର୍ବଦା ତତ୍ପର ରହୁଥିବା ସାମ୍ବାଦିକ ଆଜି ନିଜେ ଅସୁରକ୍ଷିତ । ଏବେ ରାଜ୍ୟରେ ଲଗାତାର ଭାବେ ବଢି ଚାଲିଛି ଆକ୍ରମଣ । କାର୍ଯ୍ୟରତ ସାମ୍ବାଦିକ କେତେବେଳେ ପୋଲିସ ର ଆକ୍ରମଣର ଶିକାର ହେଉଛନ୍ତି ତ କେତେବେଳେ ରାଜନେତା ଙ୍କ ନିର୍ଦେଶରେ…