Browsing Tag

Ratha yatra

ଗୁଣ୍ଡିଚା ମନ୍ଦିରରେ ପହଂଚିଲା ତାଳଧ୍ୱଜ ରଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପଛରେ ଭଉଣୀ ସୁଭଦ୍ରା ଓ କାଳିଆ ଠାକୁର…

ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସଂପନ୍ନ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡାଯିବ : ଗଜପତି ମହାରାଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ଯଦିଓ ସୁପ୍ରିମକୋର୍ଟଙ୍କ ରାୟ ଦେଶର ସମସ୍ତ ନାଗରିକଙ୍କ ଲାଗି ପାଳନୀୟ କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

ମହାପ୍ରଭୁଙ୍କ ସେବକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅନୁମତି ପରେ ରଥଯାତ୍ରାକୁ ନେଇ ସମସ୍ତ ଦ୍ଵନ୍ଦ ଦୁର ହୋଇଛି । ରଥ ନିର୍ମାଣ କାର୍ଯ୍ୟ ୧୩ ଦିନ ବିଳମ୍ବ ହୋଇଛି ସତ କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣ କୁମାରଙ୍କ ପ୍ରଚେଷ୍ଟା ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ନିର୍ମାଣ…

ପୁରୀ ରଥଯାତ୍ରାରେ ଜେଏସପିଏଲ ଫାଉଣ୍ଡେସନ ତରଫରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ଭକ୍ତସେବା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ର କର୍ପୋରେଟ ସାମାଜିକ ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ପୁରୀ ରଥ ଯାତ୍ରାରେ ଭକ୍ତ ମାନଙ୍କ ମଧ୍ୟରେ ରନ୍ଧାଖାଦ୍ୟ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ, ଜିଲ୍ଲା ପ୍ରସାଶନ ସହଭାଗିତାରେ ୭୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ…

ରଥତଳେ ଫସିଥିବା କିଛି ଲୋକଙ୍କୁ ବଞ୍ଚାଇଲେ ପୋଲିସ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ପୁଲିସ ଅଧିକାରୀ ନିଜ ଜୀବନର ବାଜି ଲଗାଇ କିଛି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଏଭଳି ଏକ ଘଟଣା ଗତକାଲି ରଥଟଣା ବେଳେ ଯାଜପୁର ରେ ଘଟିଛି। ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଜାରକାରେ ରଥଟଣା ଚାଲିଥିବା ବେଳେ କିଛି ଲୋକ ରଥଚକ ତଳକୁ ଚାଲିଆସିଥିଲେ ।…

ରଥଯାତ୍ରା ପରିଚାଳନା ଦାୟିତ୍ୱ ରେ ୩ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରାର ପରିଚାଳନା ନେଇ ୩ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରଥଯାତ୍ରା କିପରି ସୁରୁଖୁରୁରେ ପରିଚାଳନା ହେବ ସେଥିପାଇଁ ସରକାର ପୁରା ଦମ ଲଗାଇଦେଇଛନ୍ତି। କାରଣ ନିକଟରେ ହୋଇଥିବା ବିବାଦ ଗୁଡିକରୁ ମୁକୁଳିବା ପାଇଁ ରଥଯାତ୍ରା ର ସୁପରିଚାଳନା…