କ୍ୱାଟର୍ସ ସଜେଇବା ପାଇଁ ୭୦ ଲକ୍ଷ ଖର୍ଚ୍ଚ ମହଙ୍ଗା ପଡିଲା, ରଶ୍ମିତାଙ୍କ ସମେତ ବଦଳିଲେ ୩ ଜିଲାପାଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ଼ ଜିଲାପାଳ ରଶ୍ମିତା ପଣ୍ଡା ନିଜ ସରକାରୀ କ୍ୱାର୍ଟର୍ସ ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଆରଟିଆଇ ରିପୋର୍ଟରୁ ଜଣାପଡିବା ପରେ ରଶ୍ମିତାଙ୍କ ସମେତ ୫ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । ରଶ୍ମିତାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା…