Browsing Tag

Rashtrapati Bhavan’s Mughal Gardens renamed Amrit Udyan

ମୋଗଲ ଗାର୍ଡେନର ନାମ ଏଣିକି ଅମୃତ ଉଦ୍ୟାନ

ବଦଳିଲା ମୋଗଲ ଗାର୍ଡେନର ନାମ । ରାଷ୍ଟ୍ରପତି ଭବନରେ ଥିବା ଏହି ଉଦ୍ୟାନର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି । ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି । ମୋଗଲ ଗାର୍ଡେନରେ ୧୨ ପ୍ରକାରର…