ସାମ୍ୱାଦିକା ରାଣା ଆୟୁବଙ୍କ ୧.୭୭ କୋଟିର ସମ୍ପତ୍ତି ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ସାମ୍ୱାଦିକା ରାଣା ଆୟୁବଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ବଡ କାର୍ଯ୍ୟାନୁଷ୍ଠାନ । ରାଣା ଆୟୁବଙ୍କ ୧କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜବତ କରିଛି । ମନି ଲଣ୍ଡରିଂ କେସରେ ଏହି…