Browsing Tag

rahat indori

ପରଲୋକରେ ସାୟର ରାହତ ଇନ୍ଦୋରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉର୍ଦୁ ସାୟର ରାହତ ଇନ୍ଦୋରିଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସକାଳେ ରାହତ ନିଜେ ଟୁଇଟ କରି ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ। ତାଙ୍କ ପୁଅ ତଥା ଯୁବ ସାୟର…