ଏଣିକି ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ସ୍ୱଚ୍ଛତା ଆଣିବାକୁ ଆଉ ପ।ଦେ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି ।…