Browsing Tag

Private bus owners in Odisha on indefinite strike from Oct 10

ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ । ବସ୍ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା । ସକାଳେ ସିଏମଓ ସହ ଘରୋଇ ବସ୍ ମାଲିକ ସଂଘର ହୋଇଥିଲା ଆଲୋଚନା ।…